ଆମର ଯୁବ ଆମରି ଗରିମା ଯାହା ରାଷ୍ଟ୍ରକୁ ପ୍ରଗତିର ବହୁ ଉଚ୍ଚକୁ ନେଇଯିବେ। ଆମର ସବୁଠାରୁ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ କି ଆମେ କୌଣସି ସମସ୍ୟା ଅଥବା ରୋଗ ସମୟରେ ଆମର ଯୁବମାନଙ୍କୁ ସାହାଯ୍ୟ କରିବା ଉଚିତ ।

ପୁନେ ସହରର 7 ବର୍ଷୀୟ ବୈଶାଳୀ ଅତ୍ୟନ୍ତ ଗରିବ ପରିବାରରେ ବାସକରେ ଏବଂ ସେ ଗତ 2 ବର୍ଷରୁ ଏକ ବଡ ରୋଗରେ ପଡିଥିଲା ।ତାହାର ହୃତପିଣ୍ଡରେ ଏକ କଣା ହୋଇଥିଲା ।ଟିକିଏ  ଭାବନ୍ତୁ,ତାହାକୁ ସେହି ବର୍ଷଗୁଡିକରେ କେତେ କଷ୍ଟ ସମ୍ମୁଖୀନ କରିବାକୁ ପଡିଥିବ । 

ଯେବେ ଯୁବ ବୈଶାଳୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହୃତପିଣ୍ଡ ରୋଗର ଚିକିତ୍ସା ପାଇଁ ସାହାଯ୍ୟ ମାଗିବାର ନିଷ୍ପତି ନେଲା,ସେ କେବେ ଭାବୀନଥିବ କି ପ୍ରଧାନମନ୍ତ୍ରୀ ନା କେବଳ ଚିଠିର ଉତ୍ତର ଦେଇ ତାର ସାହାଯ୍ୟ କରିବେ ବରଂ ତାକୁ ବ୍ୟକ୍ତିଗତ ଭାବେ ଭେଟି ତାହାର ମନବଳ ଦୃଢ କରିବେ । ବୈଶାଳୀର ଦୁଇ ପୃଷ୍ଠାର ଚିଠିକୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ କରିଦେଇଥିଲା ଭାବନାତ୍ମକ ଚିଠିରେ  ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ପିତା ସ୍ୱରୂପ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲା ଏବଂ ତାହାର ପୋଲିସ ଅଧିକାରୀ ହେବାର ସପ୍ନ କିପରି ସତ ହୋଇପାରିବ ତାହା ଦର୍ଶାଇଥିଲା ।

ଚିଠି ହସ୍ତକ୍ଷେପ ହେଲାପରେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ଏହା ସୁନିଶ୍ଚିତ କରିବାକୁ କହି କହିଲେ,ବୈଶାଳୀର ସନ୍ଧାନ କରି ତାହାର ବିନାମୂଲ୍ୟ ଏବଂ ଉଚିତ ଚିକିତ୍ସା କରାଯାଉ ।
ଚିକିତ୍ସା ସମ୍ପୂର୍ଣ୍ଣ ହେଲାପରେ ବୈଶାଳୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଆବେଗଭରା ଚିଠି ଲେଖିଥିଲା ଏବଂ ତାହା ସହିତ ଏକ ଚିତ୍ରାଙ୍କନ ମଧ୍ୟ ପଠାଇଥିଲା । ପ୍ରଧାନମନ୍ତ୍ରୀ ଏହି ଚିଠିର ମଧ୍ୟ ଉତ୍ତର  ଦେଇଥିଲେ । ଯେବେ ପ୍ରଧାନମନ୍ତ୍ରୀ 25 ଜୁନ 2016 ରେ ପୁନେ ଯାତ୍ରାକଲେ,ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ବୈଶାଳୀ ଏବଂ ତାହାର ପରିବାରକୁ ସାକ୍ଷାତ କଲେ। ପ୍ରଧାନମନ୍ତ୍ରୀ ଏହି ସାକ୍ଷାତକାକୁ ସ୍ମରଣୀୟ ବୋଲି କହିଲେ ।

ବୈଶାଳୀର କାହାଣୀ ମାତ୍ର ଏକ ଉଦାହରଣ । ଲୋକଙ୍କର ଏହି ପରି କିଛି ଚିଠି ପ୍ରଧାନମନ୍ତ୍ରୀଙ୍କ ପାଖକୁ ତଥା ତାଙ୍କର କାର୍ଯ୍ୟାଳୟ କୁ ଆସୁଛି ।ଏହି କଥାର, ପୁରା ଚେଷ୍ଟା କରାଯାଏ କି ଲୋକଙ୍କ ସମସ୍ୟାଗୁଡ଼ିକର ସମାଧାନ ହେଉ ଏବଂ ସୁନିଶ୍ଚିତ କରାଯାଏ କି, ଭାରତର ନାଗରିକ କିଛି ବି ସମସ୍ୟାର ସମ୍ମୁଖୀନରେ ନ ପଡନ୍ତୁ ।