PM condoles the loss of lives in the building collapse in Kanpur
କାନପୁର କୋଠା ଭୁଷୁଡିବା ଘଟଣାରେ ହୋଇଥିବା ଜୀବନହାନୀ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । “କାନପୁର କୋଠା ଭୁଷୁଡିବା ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ମୋର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।
My thoughts are with the families of those who lost their lives in the building collapse in Kanpur. May the injured recover quickly: PM
— PMO India (@PMOIndia) February 2, 2017