ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ PSLV-C37 ଯାନର ସଫଳ ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରକ୍ଷେପଣ ଯାନ ମାଧ୍ୟମରେ ଆଜି ଭାରତୀୟ ଉପଗ୍ରହ କାର୍ଟୋସାଟ ବ୍ୟତୀତ ଅନ୍ୟ 103ଟି କ୍ଷୁଦ୍ର ଉପଗ୍ରହ ଅନ୍ତରୀକ୍ଷକୁ ପ୍ରେରଣ କରାଯାଇଛି ।
‘‘PSLV-C37, କାର୍ଟୋସାଟ ଏବଂ 103ଟି କ୍ଷୁଦ୍ର ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ ।
ଇସ୍ରୋର ଉଲ୍ଲେଖନୀୟ କୃତୀତ୍ୱ ଆମ ରାଷ୍ଟ୍ର ତଥା ବୈଜ୍ଞାନିକ ସମୁଦାୟ ପାଇଁ ଏକ ଗୌରବଜ୍ଜ୍ୱଳ ମୁହୂର୍ତ୍ତ । ବୈଜ୍ଞାନିକମାନଙ୍କୁ ଭାରତ ପ୍ରଣାମ କରୁଛି ।
ମହାକାଶ ବିଭାଗର ସଚିବଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କୁ ଏବଂ ଏହି ପ୍ରକ୍ଷେପଣରେ ସଂପୃକ୍ତ ସମଗ୍ର ବୈଜ୍ଞାନିକ ଦଳକୁ ଆଜିର ଅସାଧାରାଣ ସାଫଲ୍ୟ ପାଇଁ ଅଭିନନ୍ଦନ ଜଣାଇଛି’’, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Congratulations to @isro for the successful launch of PSLV-C37 and CARTOSAT satellite together with 103 nano satellites!
— Narendra Modi (@narendramodi) February 15, 2017
This remarkable feat by @isro is yet another proud moment for our space scientific community and the nation. India salutes our scientists.
— Narendra Modi (@narendramodi) February 15, 2017
Spoke to the Secretary, Department of Space and congratulated him & the entire team of scientists on today's exceptional achievement.
— Narendra Modi (@narendramodi) February 15, 2017