PM Narendra Modi expresses grief over loss of lives in bus accident in Bihar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ମଧୁବଣୀ ଜିଲ୍ଲାରେ ବସ ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣହାନୀ ଯୋଗୁଁ ଗଭୀର ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି ।
“ବିହାରର ମଧୁବଣୀ ଜିଲ୍ଲାରେ ବସ ଦୁର୍ଘଟଣା ହେତୁ ଗଭୀର ଭାବେ ମର୍ମାହତ । ଏହି ଦୁଃଖଦ ମୂହୁର୍ତ୍ତରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Deeply saddened by the bus accident in Bihar’s Madhubani district. My thoughts are with the bereaved families in this hour of grief: PM
— PMO India (@PMOIndia) September 19, 2016