ରାଜ୍ୟ ସ୍ଥାପନା ଦିବସ ଅବସରରେ ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ ଅଧିବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । “ରାଜ୍ୟ ସ୍ଥାପନା ଦିବସ ଅବସରରେ, ମିଜୋରାମ ବାସୀଙ୍କୁ ମୋର ଅଭିନନ୍ଦନ । ମୁଁ ପ୍ରାର୍ଥନା କରୁଛି ଯେ ଆଗାମୀ ବର୍ଷମାନଙ୍କରେ ମିଜୋରାମ ଅନେକ ପ୍ରଗତି କରୁ ।
ଅରୁଣାଚଳ ପ୍ରଦେଶର ନାଗରିକମାନଙ୍କୁ ରାଜ୍ୟ ସ୍ଥାପନା ଦିବସର ଅଭିନନ୍ଦନ । ଆଗାମୀ ସମୟରେ ରାଜ୍ୟ ପ୍ରଗତିର ନୂତନ ଶୀର୍ଷକୁ ସ୍ପର୍ଶ କରିବ, ଏଥିପାଇଁ ମୋର ଶୁଭକାମନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
On their Statehood Day, my greetings to the people of Mizoram. I pray that Mizoram progresses immensely in the years to come.
— Narendra Modi (@narendramodi) February 20, 2017
Statehood Day greetings to the citizens of Arunachal Pradesh. May the state scale new heights of development in the coming times.
— Narendra Modi (@narendramodi) February 20, 2017