ସମାଜ ସଂସ୍କାରକ ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
“ସମ୍ମାନସ୍ପଦ ଆଦରଣୀୟ ସ୍ୱାମୀ ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କ ମହତ୍ ଚିନ୍ତାଧାରା, ଶିକ୍ଷା ଏବଂ ଅନ୍ୟାୟ ବିରୁଦ୍ଧରେ ଲଢିବା ସର୍ବଦା ଆମକୁ ପ୍ରୋତ୍ସାହିତ କରିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶ୍ରୀ ନାରାୟଣ ଗୁରୁ କେରଳର ଜଣେ ସମାଜ ସଂସ୍କାରକ, ଯିଏକି ଜାତି ପ୍ରଥା ବିରୁଦ୍ଧରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ ଆଧ୍ୟାତ୍ମିକ ସ୍ୱତନ୍ତ୍ରତା ଓ ସାମାଜିକ ସମାନତାର ନୂତନ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିଥିଲେ ।
I bow to the venerable Swami Sree Narayana Guru on his Jayanti. His noble thoughts, teachings & fight against injustice always inspire.
— Narendra Modi (@narendramodi) September 16, 2016