PM remembers noble ideals and thoughts of Maharshi Valmiki, on Valmiki Jayanti
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କର ଆଦର୍ଶ ଓ ଚିନ୍ତାଧାରାକୁ ସ୍ମରଣ କରିଥିଲେ ।
ବାଲ୍ମୀକିଙ୍କର ଆଦର୍ଶ ଏବଂ ପବିତ୍ର ଚିନ୍ତାଧାରାକୁ ଏହି ଅବସରରେ ସେ ସ୍ମରଣ କରିବା ସହିତ ସମାଜ ଉପରେ ଏହାର ଅପୂର୍ବ ପ୍ରଭାବ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
Remembering the noble ideals and pure thoughts of Maharshi Valmiki on Valmiki Jayanti. His impact on our society is phenomenal.
— Narendra Modi (@narendramodi) October 16, 2016