PM wishes nation on Christmas
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ମେରୀ ଖ୍ରୀଷ୍ଟମାସ ! ଯୀଶୁ ଖ୍ରୀଷ୍ଟଙ୍କ ଜୀବନୀ ଓ ବାଣୀକୁ ଆମେ ସ୍ମରଣ କରିବା ସହିତ ପାଳନ କରୁଛେ । ତାଙ୍କର ଶାନ୍ତି, ଏକତା ଓ ଅନୁକମ୍ପାର ବାର୍ତ୍ତା ଆମ ସମସ୍ତଙ୍କୁ ଅନୁପ୍ରାଣିତ କରୁଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Merry Christmas! We remember & celebrate the life & teachings of Jesus Christ. His message of peace, unity & compassion inspires us all.
— Narendra Modi (@narendramodi) December 25, 2016