ରାଜ୍ୟସଭାରେ ନିଜ ଅଭିଭାଷଣରେ ଶ୍ରୀ ନରେନ୍ଦ୍ର ମୋଦୀ ଭ୍ରଷ୍ଟାଚାର ଏବଂ କଳାଧନ ପ୍ରସଙ୍ଗରେ ଉଲ୍ଲେଖ କରି କହିଲେ , ପ୍ରଥମଥର ପାଇଁ ଏକ ସମାନ୍ତରାଳ ବିଭାଜନ ନଜରକୁ ଆସିଛି – ଗୋଟିଏ ପଟେ ଜନମତ ଏବଂ ଆର ପଟେ ନେତା’ଙ୍କ ମତ । ଆମକୁ ଗର୍ବ କରିବା ଉଚିତ ଯେ ଲୋକେ ନିଜ ଭିତରେ ଥିବା ଅସତ୍ କୁ ବାହାର କରିଦେବା ପାଇଁ ପ୍ରୟାସ କରୁଛନ୍ତି । ସେମାନେ ଯେକୌଣସି କଷ୍ଟ ଏବଂ ବ୍ୟଥାକୁ ସହ୍ୟ କରିବା ପାଇଁ ପ୍ରସ୍ତୁତ ଏବଂ ସେହି ଅସତ୍ ଉପରେ ବିଜୟ ପାଇଁ ଆଜି ସରକାରଙ୍କୁ ସମର୍ଥନ କରିଛନ୍ତି ।
Login or Register to add your comment