ଦେଶର ବିଶିଷ୍ଟ ସ୍ତମ୍ଭକାର, ବ୍ୟଙ୍ଗଲେଖକ ତଥା ନାଟ୍ୟକାର ତାରକ ମେହେଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ, “ସୁପ୍ରସିଦ୍ଧ ନାଟ୍ୟକାର ଏବଂ ବ୍ୟଙ୍ଗ ଲେଖକ ତାରକ ମେହେଟାଙ୍କ ପ୍ରତି ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସେ ଆଜୀବନ ବ୍ୟଙ୍ଗ ଏବଂ ରଚନା ସହିତ ଯୋଡ଼ି ହୋଇ ରହିଥିଲେ ।
ମୁଁ ଅନେକ ଥର ତାଙ୍କୁ ଭେଟିବାର ସୌଭାଗ୍ୟ ପାଇଛି । ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିବା ଅବସରରେ ମୁଁ ତାଙ୍କୁ ଭେଟିଥିଲି ।
ତାରକ ମେହେଟାଙ୍କ ରଚନାରେ ଭାରତର ବିବିଧତା ମଧ୍ୟରେ ଏକତାର ଝଲକ ଦେଖିବାକୁ ମିଳିଥାଏ । ତାଙ୍କ ଦ୍ୱାରା ସୃଷ୍ଟି ଟପ୍ପୁ ସମେତ ଅନେକ ଚରିତ୍ର ଲୋକଙ୍କ ହୃଦୟରେ ସ୍ଥାନ ପାଇପାରିଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
सुप्रसिद्ध नाटककार और हास्य लेखक तारक मेहता जी को श्रद्धांजलि। उन्होंने जीवन भर व्यंग्य और कलम का साथ नहीं छोड़ा। pic.twitter.com/FRRpA3raYW
— Narendra Modi (@narendramodi) March 1, 2017
मुझे तारक मेहता जी से कई बार मिलने का सौभाग्य मिला। जब उन्हें पद्मश्री से सम्मानित किया गया, तब भी उनसे मिलने का अवसर मिला।
— Narendra Modi (@narendramodi) March 1, 2017
तारक मेहता जी के लेखन में भारत की विविधता में एकता की झलक दिखती है । टप्पू समेत कई किरदार लोगों के दिलों में बस गये।
— Narendra Modi (@narendramodi) March 1, 2017