ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭି- 35, ଅତ୍ୟାଧୁନିକ ପାଣିପାଗ ଉପଗ୍ରହ SCSAT-1 ଏବଂ ଅନ୍ୟ 7 ଟି ସାଟେଲାଇଟ ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଏବଂ ଏହାର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ଭାରତ ପାଇଁ ଏହା ଅତ୍ୟନ୍ତ ଆନନ୍ଦ ଏବଂ ଗୌରବର ମୂହୁର୍ତ୍ତ । ପିଏସଏଲଭି- 35, ଅତ୍ୟାଧୁନିକ ପାଣିପାଗ ଉପଗ୍ରହ SCSAT-1 ଏବଂ ଅନ୍ୟ 7 ଟି ସାଟେଲାଇଟ ର ସଫଳ ଉତକ୍ଷେପଣ ପାଇଁ ଅନେକ ଅଭିନନ୍ଦନ ।
ଆମର ମହାକାଶ ବିଜ୍ଞାନୀମାନଙ୍କ କୃତି ଇତିହାସରେ ଲିପିବଦ୍ଧ ହୋଇରହୁଛୁ । ସେମାନଙ୍କର ଅଭିନବ ଉତ୍ସାହ 125 କୋଟି ଭାରତୀୟଙ୍କ ହୃଦୟ ଜିଣି ଥିବାବେଳେ ବିଶ୍ୱ ସ୍ତରରେ ଭାରତକୁ ଗୌରବାନ୍ଵିତ କରିପାରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
Moment of immense joy & pride for India. Congratulations to @isro on successful launch of PSLV-C35/SCATSAT-1 & 7 co-passenger satellites.
— Narendra Modi (@narendramodi) September 26, 2016
Our space scientists keep scripting history. Their innovative zeal has touched the lives of 125 crore Indians & made India proud worldwide.
— Narendra Modi (@narendramodi) September 26, 2016
Congrats @isro for setting another example of space cooperation by launching US, Canada, Algeria satellites together with its own satellite.
— Narendra Modi (@narendramodi) September 26, 2016
Congratulations to our promising & talented students of @iitbombay, who created the Pratham satellite that was launched today.
— Narendra Modi (@narendramodi) September 26, 2016
I applaud the industrious & innovative students of @PESUniversity, Bengaluru for creating the PiSat that was launched successfully today.
— Narendra Modi (@narendramodi) September 26, 2016