Share your inputs with the Prime Minister and stand a chance to get featured in the next #MannKiBaat
ଆପଣଙ୍କ 'ମନ କି ବାତ' ପ୍ରଧାନମନ୍ତ୍ରୀଙ୍କ ସହିତ ବାଣ୍ଟନ୍ତୁ । 26 ଫେବୃୟାରୀରେ ପ୍ରସାରିତ ହେବାକୁ ଥିବା 'ମନ କି ବାତ' କାର୍ଯ୍ୟକ୍ରମରେ ଆପଣଙ୍କ ବିଚାରକୁ ସାମିଲ କରାଯାଇପାରିବ ପ୍ରତ୍ୟେକ 'ମନ କି ବାତ' ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଯାଇଥିବା କିଛି ଲୋକଙ୍କ ବିଚାର ଏବଂ ପ୍ରସ୍ତାବିତ ବିଷୟକୁ ସମ୍ମିଳିତ କରାଯାଏ । ଏହି ଖୋଲା ମଞ୍ଚ ମାଧ୍ୟମରେ ଆପଣଙ୍କ ବିଚାର ପଠାନ୍ତୁ ଯାହାର ପଠାଯାଇଥିବା ମତାମତ ଆଗାମୀ 'ମନ କି ବାତ' କାର୍ଯ୍ୟକ୍ରମରେ ସାମିଲ କରାଯାଇପାରିବ ।
ଆପଣଙ୍କ ବିଚାର ନରେନ୍ଦ୍ର ମୋଦୀ ଆପରେ ବାଣ୍ଟନ୍ତୁ ଏବଂ 26 ଫେବୃୟାରୀ ଦିନ 11 ଟା ସମୟରେ କାର୍ଯ୍ୟକ୍ରମ ଶୁଣନ୍ତୁ ।