ପ୍ରଧାନମନ୍ତ୍ରୀ କହିଲେ 'ମୁଁ ବରିଷ୍ଠ ସାଂସଦ ଶ୍ରୀ ଇ. ଅହମ୍ମଦଙ୍କ ମୁତ୍ୟୁରେ ଭାରି ଦୁଃଖୀ ,ସେ ପୁରା ଉଦ୍ୟମର ସହିତ ରାଷ୍ଟ୍ର ସେବା ପାଇଁ କାମ କରିଥିଲେ । ମୋ ସମବେଦନା ତାଙ୍କ ସହିତ ଅଛି । ଶ୍ରୀ ଇ. ଅହମ୍ମଦଙ୍କ କେରଳର ବିକାଶ ପାଇଁ ସମ୍ପୁର୍ଣ୍ଣ ରୂପେ ସମର୍ପିତ ଥିଲେ ।ପଶ୍ଚିମ ଏସିଆରୁ ଭାରତ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଭୂମିକା ବହୁତ ପ୍ରଶଂସନୀୟ ଥିଲା ।ମୁସଲିମ ସମ୍ପ୍ରଦାୟକୁ ସଶକ୍ତ କରିବା ଦିଗରେ ଶ୍ରୀ ଇ. ଅହମ୍ମଦଙ୍କ ଲଗାତାର ଏବଂ ପ୍ରଶଂସନୀୟ ପ୍ରୟାସକୁ ସର୍ବଦା ମାନେ ପକାଯିବ ।’
Saddened by the demise of Mr. E Ahamed, a veteran political leader who served the nation with great diligence. My condolences.
— Narendra Modi (@narendramodi) February 1, 2017
Mr. E Ahamed devoted significant efforts towards Kerala's progress. His role in deepening India's ties with West Asia was notable.
— Narendra Modi (@narendramodi) February 1, 2017
The continuous efforts of Mr. E Ahamed for the empowerment of the Muslim community will be remembered.
— Narendra Modi (@narendramodi) February 1, 2017
Paid tributes to late Mr. E Ahamed. pic.twitter.com/DzjQvbaZ15
— Narendra Modi (@narendramodi) February 1, 2017