Prime Minister condoles demise of former Minister and MP, Shri E Ahamed

ପ୍ରଧାନମନ୍ତ୍ରୀ କହିଲେ 'ମୁଁ ବରିଷ୍ଠ ସାଂସଦ ଶ୍ରୀ ଇ. ଅହମ୍ମଦଙ୍କ ମୁତ୍ୟୁରେ ଭାରି ଦୁଃଖୀ ,ସେ ପୁରା ଉଦ୍ୟମର ସହିତ ରାଷ୍ଟ୍ର ସେବା ପାଇଁ କାମ କରିଥିଲେ । ମୋ ସମବେଦନା ତାଙ୍କ ସହିତ ଅଛି । ଶ୍ରୀ ଇ. ଅହମ୍ମଦଙ୍କ କେରଳର ବିକାଶ ପାଇଁ ସମ୍ପୁର୍ଣ୍ଣ ରୂପେ ସମର୍ପିତ ଥିଲେ ।ପଶ୍ଚିମ ଏସିଆରୁ ଭାରତ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଭୂମିକା ବହୁତ ପ୍ରଶଂସନୀୟ ଥିଲା ।ମୁସଲିମ ସମ୍ପ୍ରଦାୟକୁ ସଶକ୍ତ କରିବା ଦିଗରେ ଶ୍ରୀ ଇ. ଅହମ୍ମଦଙ୍କ ଲଗାତାର ଏବଂ ପ୍ରଶଂସନୀୟ ପ୍ରୟାସକୁ ସର୍ବଦା ମାନେ ପକାଯିବ ।’